background cover of music playing
Ramare Ramare Mana Rahi Gala Tori Thare - Aseema Panda

Ramare Ramare Mana Rahi Gala Tori Thare

Aseema Panda

00:00

04:02

Similar recommendations

Lyric

ଉଡ଼ିବାକୁ ତୁମେ ମତେ ଦେଲ ଡ଼େଣା

(ନାଚିବାକୁ ଘୁଙ୍ଗୁରର ଦେଲ ଅଗଣା)

(ବା! ସ୍ୱରୂପ ଦା' ଙ୍କ गाना, କି गाना ଥିଲା!)

(କି ज़माना ଥିଲା!)

(ଶୁଣିଲେ ମନ ଖାଲି କୁଲୁ-କୁଲୁ ହେଇ ଯାଉଥିଲା)

(ହଇଓ କାକା, ତମର ସେ CD, casette ଯୁଗ ଗଲାଣି)

(ଏବେ ଟୋକାଙ୍କ choice)

(Dj ସାଙ୍ଗଙ୍କୁ Humane-Aseema voice)

(ହଉ ହେଲାବା, ମୁଁ ତତେ କଉ ଗୀତ କଥା କହୁଛି)

(ଆଉ ତୁ ମତେ କୁଆଡେ଼ ତେଡୁଛୁ)

(ଆ' ସେଇ ଗୀତ, ନୂଆ style re, ବିରଜା ପ୍ରମୋଦ ଏ')

(ହେଁ, ବିରଜା ପ୍ରମୋଦ)

(ଆରେ ଚାହିଁଛୁ କଣ? ବଜା, ବଜା, ବଜା)

ଏ ନାଲି scooty ବାଲି

ତୋ narrow jeans ଚାଲି

ମତେ କରିଦେଲା जबरा fan

ଏ bullet ବାଲା ରାଜା

ତୁ ପାଖକୁ ମୋ आजा

ତୋ style ପୁରା ଫସଉ ଥାଏ

ତୋ ଗାଲ ଦିଟା ଲାଲ୍-ଲାଲ୍

ରଙ୍ଗେଇଲୁଣ୍ଡା ଯିବା ଚାଲ୍

ତତେ ପାଇଲେ ମାଲାମାଲ୍

ସାହା ହୋଇଲେ महाकाल

ख़तरनाक entry ନେବି ତୋ ସୀମାରେ

ରାମାରେ, ରାମାରେ, ରାମାରେ (ରାମା-ରାମା-ରାମା)

ମନ ରହିଗଲା ତୋରି ଠାରେ

ଏ ମନ ରହିଗଲା ତୋରି ଠାରେ

Style ଆମ trending ସିନା ଟିକିଏ ମୁଣ୍ଡଦୋଷ

ପ୍ରେମରେ ଥରେ ପଡ଼ିଲା ମାନେ ଭୁଲିଲୁ ଭୋକ, ଶୋଷ

ହଁ, Tiger Shroff ଚେହେରା ତୋର kgf बाला ନିଶ

Swag ତୋର super-hit, ଟୋକା ତୁ ପୁରା କଷ

ତୋ କଳା ଚଷମା ଖୋଲ-ଖୋଲ

ଘର ଠିକଣା बोल-बोल

କରିବ ଯିଏ ତତେ troll

ଦେଖିବ ଆମ କଡ଼ା role

ଭୀମ୍ style entry ନେବି ତୋ ଡ୍ରାମାରେ

ରାମାରେ, ରାମାରେ, ରାମାରେ (ରାମା-ରାମା-ରାମା)

ମନ ରହିଗଲା ତୋରି ଠାରେ

ଏ ମନ ରହିଗଲା ତୋରି ଠାରେ

Metric ତୋର कड़क ପୁରା, ତୋ ପରି ହବ କିଏ?

I like bad boys, ରାଗିଲେ ରାଗୁ ଯିଏ

ହେ, କହିଦବୁ ତୋ ବାପାକୁ ଗୋରୀ ଟୋକାର ଅଛି ଦମ୍

Future ତାର set baby, ଅଛି ଲୋ income

ତୋ କଥାରେ ମୋର yes-yes

ତୋ ପାଇଁ ହେଲି fearless

ତୋ ଆଗେ ମୋର ଖେଳ ଶେଷ

କରିଦେଲୁ ମୋ mind fresh

Fairness ପଡ଼ିଗଲା ତୋ ପ୍ରେମରେ

ରାମାରେ, ରାମାରେ, ରାମାରେ

ଏ ମନ ରହିଗଲା ତୋରି ଠାରେ

ମନ ରହିଗଲା ତୋରି ଠାରେ

- It's already the end -